பொருள் : କାମ ରୂପରେ ପରିଚିତ ଦେବତା
							எடுத்துக்காட்டு : 
							କାମଦେବଙ୍କୁ ଶିବଙ୍କ କ୍ରୋଧାଗ୍ନିର ସାମନା କରିବାକୁ ପଡ଼ିଲା
							
ஒத்த சொற்கள் : ଅନଙ୍ଗ, କନ୍ଦର୍ପ, କାମଦେବ, ପଞ୍ଚବାଣ, ପଞ୍ଚଶର, ପୁଷ୍ପାୟୁଧ, ମଦନ, ମନସିଜ, ମନୋଜ, ମନ୍ମଥ, ମୀନକେତନ, ମୀନକେତୁ, ମୀନଧ୍ୱଜ, ରତିକାନ୍ତ, ରତିନାଥ
பிற மொழிகளில் மொழிபெயர்ப்பு :
एक देवता जो काम के रूप माने जाते हैं।
कामदेव को शिव की क्रोधाग्नि का सामना करना पड़ा।பொருள் : ରାମାୟଣରେ ବର୍ଣ୍ଣିତ ଯେଉଁଜୀବର ଅଧା ଶରୀର ମତ୍ସ୍ୟର ଏବଂ ଅଧା ଶରୀର ମାଙ୍କଡ଼ର ଥିଲା
							எடுத்துக்காட்டு : 
							ଏକ କାହାଣୀ ଅନୁସାରେ ମକରଧ୍ୱଜ  ହନୁମାନଙ୍କ ପୁତ୍ର ହିଁ ଥିଲା
							
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical being