பொருள் : ରାଜ ଦରବାର ବା ସଭା
							எடுத்துக்காட்டு : 
							ରାଜ ଦରବାରରେ ରାଜ୍ୟ ସମସ୍ୟାଗୁଡ଼ିକ ଉପରେ ଚର୍ଚ୍ଚା କରାଗଲା
							
ஒத்த சொற்கள் : ରାଜସଭା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଶାସକ ଅବା ରାଜକୁମାରଙ୍କ ପରିବାର ବା ଅନୁଚରବର୍ଗ
							எடுத்துக்காட்டு : 
							ରାଜଦରବାରରେ ସମସ୍ତ ଲୋକ ଏହି ସମାରୋହରେ ଭାଗ ନେଇଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଶାସକ ଅବା ତାଙ୍କର ସମର୍ଥକ ଯାହାଙ୍କ ହାତରେ କୌଣସି ରାଜ୍ୟର ପ୍ରଶାସନ ରହିଥାଏ
							எடுத்துக்காட்டு : 
							ରାଜଦରବାର ଜନତାଙ୍କ ଲାଗି ଗୋଟିଏ ଅଧିସୂଚନା ଜାରି କଲା
							
பிற மொழிகளில் மொழிபெயர்ப்பு :
பொருள் : ରାଜା ମହାରାଜା ଯେଉଁଠାରେ ନିଜ ସର୍ଦ୍ଦାର ବା ସହଯୋଗୀମାନଙ୍କ ସାଥିରେ ବସୁଥିଲେ
							எடுத்துக்காட்டு : 
							ରାଜା -ମହାରାଜାଙ୍କ ଦରବାରରେ କବି, ଗାୟକଆଦି ଉପସ୍ଥିତ ରହୁଥିଲେ
							
ஒத்த சொற்கள் : ଦରବାର
பிற மொழிகளில் மொழிபெயர்ப்பு :
वह स्थान जहाँ राजा-महाराजा अपने सरदारों या मुसाहबों के साथ बैठते थे।
राजा-महाराजा के दरबार में कवि, गायक आदि उपस्थित रहते थे।The room in the palace of a native prince of India in which audiences and receptions occur.
durbar