பொருள் : ଭିଡ଼କୁ ଇତସ୍ତତଃ କରିବା ବା ହଟାଇବାପାଇଁ ପୋଲିସ ଆଦିଦ୍ୱାରା ଲାଠିରେ ପ୍ରହାର କରିବାର କ୍ରିୟା
							எடுத்துக்காட்டு : 
							ପୋଲିସ ଲାଠିପ୍ରହାର କରିବାମାତ୍ରେ ଧାଁ ଧଉଡ଼ ଆରମ୍ଭ ହୋଇଗଲା
							
ஒத்த சொற்கள் : ଲାଠିପ୍ରହାର, ଲାଠିମାଡ଼
பிற மொழிகளில் மொழிபெயர்ப்பு :
भीड़ को तितर-बितर करने या हटाने के लिए पुलिस आदि द्वारा लाठी से प्रहार करने की क्रिया।
पुलिस के लाठी-चार्ज करते ही भगदड़ मच गई।