பொருள் : ହିତ କାମ ବତାଇବା, ଭଲ କଥା ବା ଭଲ କାମ କରିବାପାଇଁ କହିବା କାର୍ଯ୍ୟ
							எடுத்துக்காட்டு : 
							ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା ଉପଦେଶ ସମଗ୍ର ମାନବ ସମାଜ ନିମନ୍ତେ କଲ୍ୟାଣକାରୀ
							
ஒத்த சொற்கள் : ଉପଦେଶ
பிற மொழிகளில் மொழிபெயர்ப்பு :
பொருள் : ଶିକ୍ଷା ଆଦିଦ୍ୱାରା ମିଳୁଥିବା ଜ୍ଞାନ
							எடுத்துக்காட்டு : 
							ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
							
பிற மொழிகளில் மொழிபெயர்ப்பு :
An ability that has been acquired by training.
accomplishment, acquirement, acquisition, attainment, skillபொருள் : ଶିକ୍ଷା ଦେବା ପଢ଼ାଇବା କାର୍ଯ୍ୟ
							எடுத்துக்காட்டு : 
							ଏହି ବିଦ୍ୟାଳୟରେ ଜୁଲାଇ ଏକ ତାରିଖରୁ ପଢ଼ାପଢ଼ି ଆରମ୍ଭ ହୋଇଯିବ
							
ஒத்த சொற்கள் : ଅଧ୍ୟାପନା, ପଢ଼ା, ପଢ଼ାପଢ଼ି, ଶିକ୍ଷଣ
பிற மொழிகளில் மொழிபெயர்ப்பு :
शिक्षा देने का कार्य या पढ़ाने का कार्य।
इस विद्यालय में पहली जुलाई से शिक्षण शुरु हो जाएगा।The profession of teaching (especially at a school or college or university).
education