பொருள் : ପ୍ରସ୍ତାବରେ କିଛି ସୁଧାରିବା ବା କମେଇବା-ବଢ଼େଇବା ପ୍ରକ୍ରିୟା
							எடுத்துக்காட்டு : 
							କିଛି ନେତା ସଂବିଧାନ ସଂଶୋଧନ ସପକ୍ଷରେ ଅଛନ୍ତି
							
பிற மொழிகளில் மொழிபெயர்ப்பு :
The act of amending or correcting.
amendmentபொருள் : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
							எடுத்துக்காட்டு : 
							ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
							
ஒத்த சொற்கள் : ତ୍ରୁଟିଶୂନ୍ୟ, ପରିବର୍ତ୍ତନ
பிற மொழிகளில் மொழிபெயர்ப்பு :