பொருள் : ମିଶିବା ବା ସମ୍ମିଳିତ ହେବା ଭାବ
							எடுத்துக்காட்டு : 
							ତାକୁ ରାଜନୀତିରେ ସମ୍ମିଳିତ ହେବାର ପୂର୍ଣ୍ଣ ସୁଯୋଗ ମିଳିଲା
							
பிற மொழிகளில் மொழிபெயர்ப்பு :
शरीक या सम्मिलित होने की अवस्था, क्रिया या भाव।
राजनीति में उनकी शिरकत से सारा परिवार नाराज़ है।பொருள் : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
							எடுத்துக்காட்டு : 
							ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ  ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
							
ஒத்த சொற்கள் : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ
பிற மொழிகளில் மொழிபெயர்ப்பு :
Made or joined or united into one.
combinedபொருள் : କାହାରି ଭିତରେ ଲୁଚି, ସନ୍ନିବେଶିତ ହୋଇ, ବା ମିଶି ରହିଥିବା
							எடுத்துக்காட்டு : 
							ଶୈବାଳ, ଛତୁ ମଧ୍ୟ ଉଦ୍ଭିଦଜଗତର ଅନ୍ତର୍ଭୁକ୍ତ  ସେ ମଧ୍ୟ ଏହି କାମରେ ଅନ୍ତର୍ଭୁକ୍ତ
							
ஒத்த சொற்கள் : ଅନ୍ତର୍ଗତ, ଅନ୍ତର୍ଭୁକ୍ତ, ସାମିଲ
பிற மொழிகளில் மொழிபெயர்ப்பு :