பொருள் : ଯାହା ଠିକ୍ଠିକ୍ ଅର୍ଥରେ ପୂରା ହୁଏ ବା ଘଟିତ ହୁଏ(ଉକ୍ତି ବା କଥନ)
							எடுத்துக்காட்டு : 
							ଲୋକମାନେ ତ ତାଙ୍କ ସାର୍ଥକ ଭବିଷ୍ୟତବାଣୀ ଉପରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ
							
பிற மொழிகளில் மொழிபெயர்ப்பு :
பொருள் : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
							எடுத்துக்காட்டு : 
							ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
							
பிற மொழிகளில் மொழிபெயர்ப்பு :
பொருள் : ଯାହାର ଅର୍ଥ ଅଛି
							எடுத்துக்காட்டு : 
							ଆପଣଙ୍କ ଉକ୍ତି ସାର୍ଥକ
							
ஒத்த சொற்கள் : ଅର୍ଥପୂର୍ଣ୍ଣ, ଅର୍ଥଯୁକ୍ତ
பிற மொழிகளில் மொழிபெயர்ப்பு :
Having a meaning or purpose.
A meaningful explanation.