பொருள் : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
							எடுத்துக்காட்டு : 
							ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
							
ஒத்த சொற்கள் : ଛଟେଇକରିବା, ବାହାରକରିବା
பிற மொழிகளில் மொழிபெயர்ப்பு :
किसी कार्य या पद पर नियुक्त व्यक्ति को उसके पद या कार्य से अलग करना।
व्यवस्थापक ने कुछ भ्रष्ट कर्मचारियों को उनके पद से हटाया।Remove from a position or an office.
removeபொருள் : ପ୍ରଥା ଆଦିର ଅନ୍ତ କରିବା
							எடுத்துக்காட்டு : 
							ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
							
ஒத்த சொற்கள் : ଉଚ୍ଛେଦକରିବା, ଉଠେଇବା, ବନ୍ଦକରିବା, ସମାପ୍ତକରିବା
பிற மொழிகளில் மொழிபெயர்ப்பு :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।பொருள் : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
							எடுத்துக்காட்டு : 
							ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
							
ஒத்த சொற்கள் : ଘୁଞ୍ଚାଇବା
பிற மொழிகளில் மொழிபெயர்ப்பு :
பொருள் : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା
							எடுத்துக்காட்டு : 
							ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
							
ஒத்த சொற்கள் : ଫେଡ଼ିବା, ବିଯୁକ୍ତ କରିବା, ବିୟୋଗକରିବା
பிற மொழிகளில் மொழிபெயர்ப்பு :