பொருள் : କ୍ଷମତାରେ ଥିବା ବା କ୍ଷମତାକୁ ଯାଉଥିବା ବିଶେଷକରି କମଜୋର୍ ଏବଂ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ମନରେ ହେଉଥିବା କଷ୍ଟ
							எடுத்துக்காட்டு : 
							ନିର୍ଦ୍ଦୋଷ ପ୍ରଜାଙ୍କ ହାହାକାର ଅତ୍ୟାଚାରୀ ରାଜାଙ୍କ ବିନାଶର କାରଣ ହୋଇଥାଏ
							
பிற மொழிகளில் மொழிபெயர்ப்பு :
பொருள் : ଘାବରେଇଯିବା ସମୟରେ ହାୟ ହାୟ ଡାକ ବା ଚିତ୍କାର
							எடுத்துக்காட்டு : 
							ଅତର୍କିତ ଆସିଥିବା ଭୀଷଣ ତୋଫାନ ଯୋଗୁଁ ଚାରିଆଡ଼େ ହାହାକାର ପଡ଼ିଗଲା
							
பிற மொழிகளில் மொழிபெயர்ப்பு :
A cry of sorrow and grief.
Their pitiful laments could be heard throughout the ward.