பொருள் : ଅଗ୍ନିର ଅଧିପତିରୂପେ ଗ୍ରହଣ କରାଯାଉଥିବା ହିନ୍ଦୁ ଧର୍ମଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଜଣେ ଦେବତା
எடுத்துக்காட்டு :
ସ୍ୱାହା ଅଗ୍ନିଦେବତାଙ୍କ ପତ୍ନୀ
ஒத்த சொற்கள் : ଅଗ୍ନିଦେବ, ଅଗ୍ନିଦେବତା
பிற மொழிகளில் மொழிபெயர்ப்பு :
பொருள் : ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
எடுத்துக்காட்டு :
ନିଆଁରେ ତା’ର କୁଡ଼ିଆଟି ଜଳି ଅଙ୍ଗାର ହୋଇଗଲା
ஒத்த சொற்கள் : ଅନଳ, ନିଆଁ, ପାବକ
பிற மொழிகளில் மொழிபெயர்ப்பு :
जलती हुई लकड़ी, कोयला या इसी प्रकार की और कोई वस्तु या उस वस्तु के जलने पर अंगारे या लपट के रूप में दिखाई देने वाला प्रकाशयुक्त ताप।
आग में उसकी झोपड़ी जलकर राख हो गई।