பொருள் : ଆଗକୁ ବଢ଼ୁଥିବା
எடுத்துக்காட்டு :
ଶିକ୍ଷା କ୍ଷେତ୍ରରେ ଏହା ଅଗ୍ରଣୀ ସମାଜ
ஒத்த சொற்கள் : ଅଗ୍ରଗାମୀ
பிற மொழிகளில் மொழிபெயர்ப்பு :
Having the leading position or higher score in a contest.
He is ahead by a pawn.பொருள் : ଯେ ଆଗକୁ ବଢ଼ି କାର୍ଯ୍ୟ କରନ୍ତି
எடுத்துக்காட்டு :
ଦେଶ ନିର୍ମାଣରେ ଅଗ୍ରଣୀ ବ୍ୟକ୍ତିଙ୍କୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ
பிற மொழிகளில் மொழிபெயர்ப்பு :
பொருள் : ଯେ କୌଣସି କ୍ଷେତ୍ରର ମୁଖିଆ
எடுத்துக்காட்டு :
ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
ஒத்த சொற்கள் : ଅଗ୍ରଗଣ୍ୟ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
பிற மொழிகளில் மொழிபெயர்ப்பு :
Ranking above all others.
Was first in her class.