பொருள் : ସଂଖ୍ୟାର ଚିହ୍ନ
எடுத்துக்காட்டு :
୦,୧,୨,୩,୪,୫,୬,୭,୮,୯ ଏଗୁଡ଼ିକ ଅଙ୍କ
ஒத்த சொற்கள் : ସଂଖ୍ୟା
பிற மொழிகளில் மொழிபெயர்ப்பு :
பொருள் : ଶୂନରୁ ନଅ ପର୍ଯ୍ୟନ୍ତ ସଂଖ୍ୟା
எடுத்துக்காட்டு :
ତିନି ଅଙ୍କ ବିଶିଷ୍ଟ ସବୁଠାରୁ ଛୋଟ ସଂଖ୍ୟା ଶହେ
ஒத்த சொற்கள் : ଅଂକ
பிற மொழிகளில் மொழிபெயர்ப்பு :
பொருள் : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
எடுத்துக்காட்டு :
ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
ஒத்த சொற்கள் : ନମ୍ବର
பிற மொழிகளில் மொழிபெயர்ப்பு :
* किसी की पहचान के लिए प्रयुक्त या दिया गया अंक या अंक समूह।
खिलाड़ियों के लिए अलग-अलग अंक निर्धारित होते हैं।பொருள் : ଯାହା ସଂଖ୍ୟା ବା ଗଣନାର ସୂଚକ
எடுத்துக்காட்டு :
ମୋତେ ମାସକୁ ଛଅ ଅଙ୍କ ଦରମାବାଲା ଚାକିରି ମିଳିଲେ ମୁଁ ଖୁସିହେବି
ஒத்த சொற்கள் : ସଂଖ୍ୟା
பிற மொழிகளில் மொழிபெயர்ப்பு :
Any division of quantity accepted as a standard of measurement or exchange.
The dollar is the United States unit of currency.பொருள் : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
எடுத்துக்காட்டு :
ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
ஒத்த சொற்கள் : ନମ୍ବର
பிற மொழிகளில் மொழிபெயர்ப்பு :