பொருள் : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
எடுத்துக்காட்டு :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ஒத்த சொற்கள் : ଅବନୀ, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
பிற மொழிகளில் மொழிபெயர்ப்பு :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।