பொருள் : ଯେଉଁଥିରେ ଚେତନ ବା ଜୀବନ ନାହିଁ
எடுத்துக்காட்டு :
ମୋହନ ଜଡ଼ ପଦାର୍ଥର ଅଧ୍ୟୟନ କରୁଛି
ஒத்த சொற்கள் : ଅଚୈତନ୍ୟ, ଚେତନା ରହିତ, ଜଡ଼, ଭୌତିକ
பிற மொழிகளில் மொழிபெயர்ப்பு :
பொருள் : ଯେଉଁଥିରେ ସଂପୂର୍ଣ୍ଣଭାବେ ଚେତନା ନାହିଁ
எடுத்துக்காட்டு :
ରୋଗୀ ଅନେକ ଦିନରୁ ଅଚେତ ଅବସ୍ଥାରେ ପଡ଼ିରହିଛି
பிற மொழிகளில் மொழிபெயர்ப்பு :
जिसमें ठीक या पूरी चेतना न हो।
रोगी कई दिनों से अवचेतन स्थिति में पड़ा है।Just below the level of consciousness.
subconsciousபொருள் : ଯାହାର ଚେତା ନାହିଁ
எடுத்துக்காட்டு :
ନିଜର ପ୍ରିୟବନ୍ଧୁର ମୃତ୍ୟୁ ଖବର ଶୁଣି ସେ ବେହୋସ୍ ହୋଇଗଲା
ஒத்த சொற்கள் : ଅଚେତ, ଚେତନାରହିତ, ଚେତାଶୂନ୍ୟ, ଚେତାହୀନ, ଜ୍ଞାନଶୂନ୍ୟ, ବେହୋସ୍, ମୂର୍ଚ୍ଛିତ, ସଂଜ୍ଞାରହିତ, ସଂଜ୍ଞାଶୂନ୍ୟ, ସଂଜ୍ଞାହୀନ
பிற மொழிகளில் மொழிபெயர்ப்பு :
जिसे होश न हो।
बेहोश आदमी के मुँह पर पानी के छींटे मारने से वह होश में आ गया।