உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ରାଜକୀୟ ବା ଲୋକସେବାର ଅନ୍ତର୍ଗତ ବିଭାଗ ଯେଉଁଠି ଅନେକ ତଳିଆ କର୍ମଚାରୀ ଥାନ୍ତି
எடுத்துக்காட்டு : ସେ ଅଧସ୍ତନ ନିମନ୍ତେ ଦରଖାସ୍ତ ପକାଇଛି
பிற மொழிகளில் மொழிபெயர்ப்பு :हिन्दी
राजकीय या लोक सेवा का वह अंग जिसके अंतर्गत निम्न कोटि के कर्मचारी होते हैं।
பொருள் : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
எடுத்துக்காட்டு : ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
ஒத்த சொற்கள் : ଅଧୀନ, ନିମ୍ନସ୍ଥ
आज्ञा, अधिकार आदि में किसी के नीचे रहने वाला।
பொருள் : ପଦ, ମର୍ଯ୍ୟଦା ବା ଅବସ୍ଥାରେ ଛୋଟ
எடுத்துக்காட்டு : ସେ ନିଜର କନିଷ୍ଠ ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରଖେ
ஒத்த சொற்கள் : କନିଷ୍ଠ, ନିମ୍ନସ୍ଥ
जो पद, मर्यादा, योग्यता आदि में छोटा या दूसरों से घटकर हो।
நிறுவு