பொருள் : କୌଣସି ବସ୍ତୁ ବା ଘଟଣାର ଆବଶ୍ୟକତାରୁ ଅଧିକ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ଅଧିକ ସବୁବେଳେ ମନ୍ଦ
பிற மொழிகளில் மொழிபெயர்ப்பு :
किसी वस्तु या बात का आवश्यकता या औचित्य से अधिक या गम्भीर होने की अवस्था या भाव।
किसी भी चीज का अतिरेक अच्छा नहीं होता।பொருள் : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
எடுத்துக்காட்டு :
ଅଧିକରୁ ରକ୍ଷାପାଇବାର ଉପାୟ ବତାନ୍ତୁ
பிற மொழிகளில் மொழிபெயர்ப்பு :
பொருள் : ଅଧିକ ମାତ୍ରାରେ
எடுத்துக்காட்டு :
ସେ ଆଜି ଖୁବ ହସିଲା
ஒத்த சொற்கள் : ଖୁବ, ବହୁତ, ବେଜାଏ
பிற மொழிகளில் மொழிபெயர்ப்பு :
To a very great degree or extent.
I feel a lot better.பொருள் : ଅଧିକ ବା ଜାଦା
எடுத்துக்காட்டு :
ସେ ଚିନି ଦଶ କିଲୋରୁ ଅଧିକ ପରିବାବାଲା ଏକ କିଲୋ ପରିବା ଓଜନ କରିବାପରେ ଉପରେ ଆଉକିଛି ଢାଳିଦେଲେ
பிற மொழிகளில் மொழிபெயர்ப்பு :
பொருள் : ଯାହା ଶ୍ରେଣୀ, ପ୍ରବଳତା, ମାତ୍ରା ଆଦିରେ ସାମାନ୍ୟ ବଡ଼ ହୋଇଥାଏ
எடுத்துக்காட்டு :
ଉଚ୍ଚ ତାପମାନରେ ପାଣି
ஒத்த சொற்கள் : ଉଚ୍ଚ
பிற மொழிகளில் மொழிபெயர்ப்பு :
Greater than normal in degree or intensity or amount.
A high temperature.பொருள் : ଯାହା ମାତ୍ରାରେ ଅଧିକ
எடுத்துக்காட்டு :
ସେ ଅଗାଧ ସଂପତ୍ତିର ମାଲିକ
ஒத்த சொற்கள் : ଅଗାଧ, ଅତି, ଅତିଶୟ, ଅତ୍ୟନ୍ତ, ଖୁବ୍, ପ୍ରଚୁର, ବହୁ, ବହୁତ, ବେଶୀ
பிற மொழிகளில் மொழிபெயர்ப்பு :
(quantifier used with mass nouns) great in quantity or degree or extent.
Not much rain.பொருள் : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
எடுத்துக்காட்டு :
ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
பிற மொழிகளில் மொழிபெயர்ப்பு :
Greater in number or size or amount.
A major portion (a majority) of the population.