பொருள் : ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି
எடுத்துக்காட்டு :
ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
பிற மொழிகளில் மொழிபெயர்ப்பு :
वह जिसे कोई विशेष योग्यता या क्षमता प्राप्त हो।
इस नौकरी का अधिकारी इनमें से कोई भी नहीं है।பொருள் : ଉପଯୁକ୍ତ ପାତ୍ର
எடுத்துக்காட்டு :
ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଉଚ୍ଚ ପଦରେ କାର୍ଯ୍ୟରତ କର୍ମଚାରୀ
எடுத்துக்காட்டு :
ଶ୍ୟାମର ବାପା ସୈନ୍ୟ ବିଭାଗରେ ଜଣେ ବହୁତ ବଡ଼ ଅଧିକାରୀ ଅଛନ୍ତି
ஒத்த சொற்கள் : ଅଫିସର୍, ହାକିମ୍
பிற மொழிகளில் மொழிபெயர்ப்பு :
Someone who is appointed or elected to an office and who holds a position of trust.
He is an officer of the court.பொருள் : ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି
எடுத்துக்காட்டு :
ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
ஒத்த சொற்கள் : ଅଧିକାର ପ୍ରାପ୍ତ, ଅଧିକାର ଯୁକ୍ତ, ହକଦାର
பிற மொழிகளில் மொழிபெயர்ப்பு :
जिसे अधिकार दिया गया हो या जिसे कुछ करने या पाने का अधिकार हो।
दादी की वसीयत के अनुसार राम भी इस घर में रहने का अधिकारी है।Having authority or ascendancy or influence.
An important official.