பொருள் : କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ
எடுத்துக்காட்டு :
ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ
ஒத்த சொற்கள் : ଅଧିପ, ଅବନୀଶ, ଅବନୀଶ୍ୱର, ଇନ୍ଦ୍ର, ନରପତି, ନରାଧିପ, ନରେନ୍ଦ୍ର, ନରେଶ, ନୃପ, ନୃପତି, ବିରେନ୍ଦ୍ର, ଭୂପ, ଭୂପତି, ଭୂପାଳ, ଭୂମିପତି, ଭୂମିପାଳ, ମହୀପତି, ମହୀପାଳ, ରାଜା, ସମ୍ରାଟ
பிற மொழிகளில் மொழிபெயர்ப்பு :
किसी देश का प्रधान शासक और स्वामी।
त्रेतायुग में श्रीराम अयोध्या के राजा थे।A male sovereign. Ruler of a kingdom.
King is responsible for the welfare of the subject.