பொருள் : ବିଭୀଷଣର ମନ୍ତ୍ରୀ
எடுத்துக்காட்டு :
ଅନଳ ଅତି ଚତୁର ଥିଲା
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ଜଳୁଥିବା କାଠ, କୋଇଲା ବା ସେହିପ୍ରକାରର ଅନ୍ୟ କୌଣସି ବସ୍ତୁ ବା ସେହି ବସ୍ତୁ ଜଳିଲା ପରେ ମିଳୁଥିବା ଅଙ୍ଗାର ବା ଜ୍ୱଳନ ଶିଖା ରୂପରେ ଦେଖାଯାଉଥିବା ପ୍ରକାଶ ଯୁକ୍ତ ତାପ
எடுத்துக்காட்டு :
ନିଆଁରେ ତା’ର କୁଡ଼ିଆଟି ଜଳି ଅଙ୍ଗାର ହୋଇଗଲା
ஒத்த சொற்கள் : ଅଗ୍ନି, ନିଆଁ, ପାବକ
பிற மொழிகளில் மொழிபெயர்ப்பு :
जलती हुई लकड़ी, कोयला या इसी प्रकार की और कोई वस्तु या उस वस्तु के जलने पर अंगारे या लपट के रूप में दिखाई देने वाला प्रकाशयुक्त ताप।
आग में उसकी झोपड़ी जलकर राख हो गई।பொருள் : ମାଳୀ ରାକ୍ଷସର ଚାରି ପୁତ୍ରମାନଙ୍କ ମଧ୍ୟରୁ ଜଣେ
எடுத்துக்காட்டு :
ପୁରାଣରେ ଅନଳର ବର୍ଣ୍ଣନା ମିଳେ
பிற மொழிகளில் மொழிபெயர்ப்பு :