பொருள் : ଜୈନ ମତାନୁସାରେ ମରଣ ସମୟ ପାଖେଇ ଆସିବା ଜାଣି ଖାଦ୍ୟପାନୀୟର ପରିତ୍ୟାଗ
எடுத்துக்காட்டு :
ଜୈନ ଧର୍ମାବଲମ୍ବୀମାନେ ଅନଶନକୁ ପବିତ୍ର ବୋଲି ମାନନ୍ତି
பிற மொழிகளில் மொழிபெயர்ப்பு :
பொருள் : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
எடுத்துக்காட்டு :
ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
பிற மொழிகளில் மொழிபெயர்ப்பு :
A voluntary fast undertaken as a means of protest.
hunger strike