பொருள் : ଉଦ୍ଦେଶ୍ୟର ଅଭାବ
எடுத்துக்காட்டு :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
ஒத்த சொற்கள் : ଅକାରଣ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
பொருள் : ଯାହା ଆବଶ୍ୟକ ନୁହେଁ
எடுத்துக்காட்டு :
ତୁମେ ନିଜର ସମୟକୁ ଅନାବଶ୍ୟକ କାମରେ କାହିଁକି ବିତାଉଛ?
ஒத்த சொற்கள் : ଅଦରକାରୀ, ଅବାଞ୍ଚନୀୟ, ଫାଲ୍ତୁ, ମୂଲ୍ୟହୀନ
பிற மொழிகளில் மொழிபெயர்ப்பு :
जो आवश्यक न हो।
तुम अपना समय अनावश्यक कामों में क्यों बिताते हो।பொருள் : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
எடுத்துக்காட்டு :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
ஒத்த சொற்கள் : ଅକାରଣ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର, ବ୍ୟର୍ଥ
பிற மொழிகளில் மொழிபெயர்ப்பு :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.பொருள் : ଯାହାଠାରେ ବା ଯାହାଠାରୁ ଆବଶ୍ୟକତା ନାହିଁ
எடுத்துக்காட்டு :
ଗୀତା ଅନୁସାରେ ଅନାବଶ୍ୟକ କର୍ମ କରିବା ଉଚିତ
ஒத்த சொற்கள் : ଅନପେକ୍ଷ
பிற மொழிகளில் மொழிபெயர்ப்பு :