பொருள் : ନିଶ୍ଚୟର ଅଭାବ
எடுத்துக்காட்டு :
ଅନିଶ୍ଚିତ ଅବସ୍ଥାରେ କାମ ବନ୍ଦ କରିବା ହିଁ ଭଲ ହେବ
பிற மொழிகளில் மொழிபெயர்ப்பு :
निश्चय या निर्णय का अभाव।
अनिश्चय की स्थिति में काम को स्थगित कर देना ही अच्छा होगा।The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyபொருள் : ଯାହା ସ୍ଥିର ବା ନିଶ୍ଚିତ ନୁହେଁ
எடுத்துக்காட்டு :
ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ
ஒத்த சொற்கள் : ଅନିର୍ଦିଷ୍ଟ, ଅସ୍ଥିର, ସ୍ଥିରତାହୀନ
பிற மொழிகளில் மொழிபெயர்ப்பு :
பொருள் : ଯାହା ନିର୍ଦ୍ଧାରିତ ନୁହେଁ
எடுத்துக்காட்டு :
ବନ୍ଦ ହେତୁ ସବୁ ଗାଡ଼ି ଅନିର୍ଦ୍ଧାରିତ ସମୟରେ ଚାଲୁଛନ୍ତି
ஒத்த சொற்கள் : ଅନିର୍ଦ୍ଧାରିତ
பிற மொழிகளில் மொழிபெயர்ப்பு :
जो निर्धारित न हो।
बंद के कारण सारी गाड़ियाँ अनिर्धारित समय पर चल रही हैं।பொருள் : ଯାହା ନିର୍ଦ୍ଦିଷ୍ଟ ନୁହେଁ
எடுத்துக்காட்டு :
ଅନିଶ୍ଚିତ ଜୀବନ ଶୈଳୀ ସ୍ୱାସ୍ଥ୍ୟପାଇଁ ହାନିକାରକ ଅନିଶ୍ଚିତ ସମୟରେ କାମ କରିବାଦ୍ୱାରା ବ୍ୟକ୍ତି ବିପଦରେ ପଡ଼େ
ஒத்த சொற்கள் : ଅନିର୍ଦ୍ଦିଷ୍ଟ, ଅନିୟତ
பிற மொழிகளில் மொழிபெயர்ப்பு :
जो नियत न हो।
अनियत जीवन शैली स्वास्थ्य के लिए हानिकारक है।Not scheduled or not on a regular schedule.
An unscheduled meeting.