உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ନିଜ ଭୁଲ୍ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
எடுத்துக்காட்டு : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍
ஒத்த சொற்கள் : ଅନୁଶୋଚନା, ଅବଶୋଷ, ପଶ୍ଚାତାପ, ମନସ୍ତାପ
பிற மொழிகளில் மொழிபெயர்ப்பு :हिन्दी English
अपनी गलती का एहसास होने पर मन में होने वाला दुःख।
A feeling of deep regret (usually for some misdeed).
பொருள் : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
எடுத்துக்காட்டு : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
ஒத்த சொற்கள் : ଅବଶୋଷ, କ୍ଷୋଭ, ଖେଦ, ଗ୍ଲାନି, ଦୁଃଖ
किसी उचित, आवश्यक या प्रिय बात के न होने पर मन में होनेवाला दुख।
நிறுவு