பொருள் : ସୀମାକୁ ଅତିକ୍ରମଣ ବା ଉଲ୍ଲଙ୍ଘନ
எடுத்துக்காட்டு :
ପାକିସ୍ଥାନୀ ଅନୁପ୍ରବେଶକୁ ରୋକିବା ନିମନ୍ତେ ସୀମାନ୍ତରେ ସୁରକ୍ଷାବଳ ମୁତୟନ ହୋଇଛନ୍ତି
பொருள் : ପ୍ରବେଶ କରିବାର ପ୍ରକ୍ରିୟା
எடுத்துக்காட்டு :
ଆମ ଅଞ୍ଚଳରେ ବି ଆତଙ୍କବାଦୀମାନଙ୍କ ଅନୁପ୍ରବେଶ ଜାରି ରହିଛି
பிற மொழிகளில் மொழிபெயர்ப்பு :
A process in which individuals (or small groups) penetrate an area (especially the military penetration of enemy positions without detection).
infiltration