பொருள் : ହୃଦୟଙ୍ଗମ କରିବା
எடுத்துக்காட்டு :
ମୋତେ ବହୁତ ଥଣ୍ଡା ଲାଗୁଛି
ஒத்த சொற்கள் : ହୃଦୟଙ୍ଗମ କରିବା
பிற மொழிகளில் மொழிபெயர்ப்பு :
பொருள் : କିଛି ଅନୁଭବ କରିବା ବା ବୋଧ କରିବା
எடுத்துக்காட்டு :
ଏହି ଦୁଇ ବର୍ଷ ଭିତରେ ମୁଁ ବହୁତ କିଛି ଅନୁଭବ କଲି
ஒத்த சொற்கள் : ଅଙ୍ଗେ ନିଭାଇବା, ହୃଦୟଙ୍ଗମ କରିବା
பிற மொழிகளில் மொழிபெயர்ப்பு :
किसी प्रकार की स्थिति में रहकर उसका अनुभव या ज्ञान प्राप्त करना अथवा उस स्थिति का भोग करना या बोध करना।
इन दो सालों में मैंने बहुत कुछ अनुभव किया है।பொருள் : ଜ୍ଞାନେନ୍ଦ୍ରିୟଦ୍ୱାରା ଜ୍ଞାନପ୍ରାପ୍ତ କରିବା
எடுத்துக்காட்டு :
ମୁଁ ଗରମ ଅନୁଭବ କରୁଛି
ஒத்த சொற்கள் : ଅନୁଭୂତ ହେବା, ଜ୍ଞାନ କରିବା, ବୋଧ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
எடுத்துக்காட்டு :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
ஒத்த சொற்கள் : ଅଙ୍ଗେ ନିଭେଇବା, ଉପଲବ୍ଧି କରିବା, ଜାଣିବା
பிற மொழிகளில் மொழிபெயர்ப்பு :