பொருள் : କୌଣସି ଆଧାର ଉପରେ ଅନୁମାନ ଲଗେଇବା କାର୍ଯ୍ୟ
எடுத்துக்காட்டு :
ଏହି ପରିସଂଖ୍ୟାନକୁ ପୁଣିଥରେ ଆକଳନ କରିବାକୁ ହେବ
ஒத்த சொற்கள் : ଆକଳନ
பிற மொழிகளில் மொழிபெயர்ப்பு :
A judgment of the qualities of something or somebody.
Many factors are involved in any estimate of human life.பொருள் : ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
எடுத்துக்காட்டு :
ବେଳେବେଳେ ଅନୁମାନ ମଧ୍ୟ ଭୁଲ୍ ହୋଇଥାଏ
பிற மொழிகளில் மொழிபெயர்ப்பு :
A message expressing an opinion based on incomplete evidence.
conjecture, guess, hypothesis, speculation, supposition, surmisal, surmise