பொருள் : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
எடுத்துக்காட்டு :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
ஒத்த சொற்கள் : ସମର୍ଥନ
பிற மொழிகளில் மொழிபெயர்ப்பு :
The act of providing approval and support.
His vigorous backing of the conservatives got him in trouble with progressives.பொருள் : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ
எடுத்துக்காட்டு :
ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ
பிற மொழிகளில் மொழிபெயர்ப்பு :
Enthusiastic approval.
The book met with modest acclaim.பொருள் : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା
எடுத்துக்காட்டு :
ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ
ஒத்த சொற்கள் : ଅଭିପୋଷଣ
பிற மொழிகளில் மொழிபெயர்ப்பு :
प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।
अभी इसका मंत्रीजी से अभिपोषण कराना होगा।Making something valid by formally ratifying or confirming it.
The ratification of the treaty.