பொருள் : ଅଳ୍ପ ଉର୍ବର ଜମି
எடுத்துக்காட்டு :
ମୋ ଭାଗରେ ଅନୁର୍ବର ଜମି ଅଧିକ ପଡିଛି
ஒத்த சொற்கள் : ଅନୁର୍ବର ଭୂମି
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଜମିର ଉର୍ବରଶକ୍ତି କମିଯାଇଛି
எடுத்துக்காட்டு :
କୃଷକ ଅନୁର୍ବର ଜମିରେ ଗୋବର ଖତ ପକାଉଛି
ஒத்த சொற்கள் : ନୀରସା ଜମି
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଅନୁର୍ବର ଜମି ତିନି ବର୍ଷ ହେଲା ଚାଷ ହୋଇନାହିଁ
எடுத்துக்காட்டு :
କୃଷକ ଟାଙ୍ଗର ଜମିକୁ ଉର୍ବର କରିବାପାଇଁ ତା ଉପରେ ଗୋବର ଖତ ପକାଉଛି
ஒத்த சொற்கள் : ଟାଙ୍ଗର ଜମି
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଭୂମିରେ ଜୀବାଶ୍ମ ଅଧିକ ଏବଂ ଚାଷପାଇଁ ଯୋଗ୍ୟ ନୁହେଁ
எடுத்துக்காட்டு :
ବହୁତ ଦିନ ପର୍ଯ୍ୟନ୍ତ ଚାଷ ନ କରିବାରୁ ଏହି ଜମି ଅନୁର୍ବର ହୋଇଯାଇଛି
ஒத்த சொற்கள் : ଉସର ଜମି, ନିକୃଷ୍ଟ ଜମି, ନିଷ୍ଫଳା ଜମି, ପତିତ ଜମି
பிற மொழிகளில் மொழிபெயர்ப்பு :