பொருள் : ବହୁତ ଘନିଷ୍ଠତା ବା ଅତ୍ୟଧିକ ସଂପର୍କ ଥିବା ମିତ୍ର
எடுத்துக்காட்டு :
ବିପତ୍ତି ବେଳେ ଘନିଷ୍ଠ ମିତ୍ରକୁ ଚିହ୍ନିହୁଏ
ஒத்த சொற்கள் : ଅଭିନ୍ନ ମିତ୍ର, ଘନିଷ୍ଠ ବନ୍ଧୁ, ଘନିଷ୍ଠ ମିତ୍ର
பிற மொழிகளில் மொழிபெயர்ப்பு :
वह मित्र जिससे बहुत ही घनिष्ठता हो या जिससे अत्यधिक लगाव हो।
घनिष्ठ मित्र की पहचान विपत्ति में ही होती है।பொருள் : ଯାହା ଭିତରର
எடுத்துக்காட்டு :
ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
ஒத்த சொற்கள் : ଅନ୍ତର୍ବତ୍ତୀ, ଅନ୍ତସ୍ଥ, ଆନ୍ତରିକ, ଆଭ୍ୟନ୍ତର, ଭିତରର
பிற மொழிகளில் மொழிபெயர்ப்பு :
Happening or arising or located within some limits or especially surface.
Internal organs.பொருள் : ବହୁତ ନିକଟର ବା ବହୁତ ପାଖରେ
எடுத்துக்காட்டு :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ஒத்த சொற்கள் : ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼
பிற மொழிகளில் மொழிபெயர்ப்பு :
Marked by close acquaintance, association, or familiarity.
Intimate friend.