பொருள் : ଯାହା ନିହିତ ବା ଅନ୍ତର୍ଗତ
எடுத்துக்காட்டு :
ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି
ஒத்த சொற்கள் : ଅଙ୍ଗିଭୁତ, ନିହିତ, ସନ୍ନିବିଷ୍ଟ, ସମାବିଷ୍ଟ
பிற மொழிகளில் மொழிபெயர்ப்பு :
பொருள் : କାହାରି ଭିତରେ ଲୁଚି, ସନ୍ନିବେଶିତ ହୋଇ, ବା ମିଶି ରହିଥିବା
எடுத்துக்காட்டு :
ଶୈବାଳ, ଛତୁ ମଧ୍ୟ ଉଦ୍ଭିଦଜଗତର ଅନ୍ତର୍ଭୁକ୍ତ ସେ ମଧ୍ୟ ଏହି କାମରେ ଅନ୍ତର୍ଭୁକ୍ତ
ஒத்த சொற்கள் : ଅନ୍ତର୍ଭୁକ୍ତ, ସମ୍ମିଳିତ, ସାମିଲ
பிற மொழிகளில் மொழிபெயர்ப்பு :