பொருள் : କାହା ଉପରେ ଲଗାଯାଇଥିବା ଦୋଷ
எடுத்துக்காட்டு :
ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍ ନୁହେଁ
ஒத்த சொற்கள் : ଅପଯଶ, କଳଙ୍କ, କାଳିମା, ଦୋଷ, ଲାଞ୍ଛନ
பிற மொழிகளில் மொழிபெயர்ப்பு :
A false accusation of an offense or a malicious misrepresentation of someone's words or actions.
calumniation, calumny, defamation, hatchet job, obloquy, traducementபொருள் : ଏପରି କଥା, ଶବ୍ଦ, ତତ୍ତ୍ୱଆଦି ଯାହା ବିଶେଷ ବା ସାମାନ୍ୟ ନିୟମର ବିରୋଧ
எடுத்துக்காட்டு :
ଏ ନିୟମର କିଛି ଦୁର୍ନାମ ମଧ୍ୟ ଅଛି
ஒத்த சொற்கள் : କଳଙ୍କ, ଦୁର୍ନାମ, ନିନ୍ଦା
பிற மொழிகளில் மொழிபெயர்ப்பு :
An instance that does not conform to a rule or generalization.
All her children were brilliant; the only exception was her last child.பொருள் : କାହାର ବାସ୍ତବିକ ବା କଳ୍ପିତ ତ୍ରୁଟି ବା ଦୋଷକୁ ପ୍ରକାଶ କରିବାର ପ୍ରକ୍ରିୟା
எடுத்துக்காட்டு :
ଆମେ କାହାରି ବି ନିନ୍ଦା କରିବା ଉଚିତ୍ ନୁହେଁ
ஒத்த சொற்கள் : ଅପନିନ୍ଦା, ନିନ୍ଦା
பிற மொழிகளில் மொழிபெயர்ப்பு :
Abusive or venomous language used to express blame or censure or bitter deep-seated ill will.
invective, vitriol, vituperationபொருள் : ଯାହାକୁ ଲୋକମାନେ ଖରାପ ବୋଲି କହନ୍ତି ବା ଯାହାକୁ କୁଖ୍ୟାତି ମିଳିଛି
எடுத்துக்காட்டு :
ବଦନାମର ବସ୍ତିରେ ରହିଲେ ବଦନାମ ହେବାକୁ ହିଁ ପଡ଼ିବ
பிற மொழிகளில் மொழிபெயர்ப்பு :