பொருள் : କୌଣସି ବ୍ୟକ୍ତି,ବାହନ ଆଦିକୁ କେଉଁଠାରୁ ବଳପୂର୍ବକ ଉଠେଇ ନେଇଯିବା କାର୍ଯ୍ୟ
எடுத்துக்காட்டு :
ବୀରାପ୍ପାନ ସବୁବେଳେ କୌଣସି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ଅପହରଣ କରିନେଉଥିଲା
பிற மொழிகளில் மொழிபெயர்ப்பு :
किसी व्यक्ति, वाहन आदि को कहीं से बलपूर्वक उठा ले जाने की क्रिया।
नौकर, बच्चे के अपहरण के जुर्म में पकड़ा गया।The criminal act of capturing and carrying away by force a family member. If a man's wife is abducted it is a crime against the family relationship and against the wife.
abductionபொருள் : ଲୁଚିକରି ଅନ୍ୟର ଜିନିଷ ନେବାର କ୍ରିୟା ବା ଭାବ
எடுத்துக்காட்டு :
ରାମ ଚୋରି କଲାବେଳେ ଧରା ପଡ଼ିଗଲା
ஒத்த சொற்கள் : ଚୋରି
பிற மொழிகளில் மொழிபெயர்ப்பு :
பொருள் : କୌଣସି ବ୍ୟକ୍ତି,ଜନ୍ତୁଆଦିଙ୍କ ଅପହରଣ
எடுத்துக்காட்டு :
ଚାକର ହିଁ ମାଲିକର ପୁଅକୁ ଅପହରଣ କରିଛି
ஒத்த சொற்கள் : କିଡନାପ୍
பிற மொழிகளில் மொழிபெயர்ப்பு :
रुपये वसूल करने या कोई स्वार्थ सिद्ध करने के उद्देश्य से किसी व्यक्ति का अपहरण।
उसकी अपहरण की योजना असफल रही।(law) the unlawful act of capturing and carrying away a person against their will and holding them in false imprisonment.
kidnapping, snatchபொருள் : ଛଡ଼େଇନେବା,ଲୁଟିବା, ବା ଅନୁଚିତ ରୂପରେ ବଳପୂର୍ବକ ନେଇଯିବାର ପ୍ରକ୍ରିୟା
எடுத்துக்காட்டு :
ରାବଣ ସୀତାଙ୍କୁ ହରଣ କରିଥିଲା
ஒத்த சொற்கள் : ହରଣ
பிற மொழிகளில் மொழிபெயர்ப்பு :