பொருள் : ଅପ୍ରସନ୍ନ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ଶେଷରେ ! ଆପଣଙ୍କ ଅରାଜିର କାରଣ କଣ?
ஒத்த சொற்கள் : ଅରାଜି, ଅସନ୍ତୁଷ୍ଟତା, କ୍ଷୁଣ୍ଣତା, ରୁଷ୍ଟତା
பிற மொழிகளில் மொழிபெயர்ப்பு :
The feeling of being displeased or annoyed or dissatisfied with someone or something.
displeasureபொருள் : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
எடுத்துக்காட்டு :
ସେ ଭାରି ଉଦାସ ଦେଖାଯାଉଛି
ஒத்த சொற்கள் : ଅନ୍ୟମନସ୍କତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
பிற மொழிகளில் மொழிபெயர்ப்பு :
उदास होने की अवस्था या भाव।
उसके चेहरे पर उदासी छायी हुई थी।பொருள் : ବିମୁଖ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
ஒத்த சொற்கள் : ପ୍ରତିକୂଳତା, ବିମୁଖତା, ସ୍ପୃହାହୀନତା
பிற மொழிகளில் மொழிபெயர்ப்பு :
The trait of lacking enthusiasm for or interest in things generally.
apathy, indifference, numbness, spiritlessness