பொருள் : ବସ୍ତ୍ର ମଧ୍ୟରେ ତର୍ଜନୀ ଅଙ୍ଗୁଳି ବୁଲାଇ ଆକର୍ଷିତ କରିବାର ମୁଦ୍ରା ଦେଖାଇବାର କ୍ରିୟା
எடுத்துக்காட்டு :
ଏହି ଚିତ୍ରରେ ରାଧାଙ୍କର ଅବଗୁଣ୍ଠନ ମୁଦ୍ରା ଅତିମନୋରମ
ஒத்த சொற்கள் : ଅବଗୁଣ୍ଠନମୁଦ୍ରା
பிற மொழிகளில் மொழிபெயர்ப்பு :
घूँघट को तर्जनी अंगुली से घुमाकर आकर्षित करने वाली मुद्रा में देखने की क्रिया।
इस तस्वीर में राधा की अवगुंठनमुद्रा अतिमनोरम है।பொருள் : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି
எடுத்துக்காட்டு :
ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା
ஒத்த சொற்கள் : ଓଢ଼ଣା
பிற மொழிகளில் மொழிபெயர்ப்பு :