பொருள் : କାହାର ଆଦେଶ ବା କଥା ନ ମାନିବା କ୍ରିୟା ବା ଭାବ
எடுத்துக்காட்டு :
ଆମକୁ ପିଲାଦିନରୁ ଶିଖାଇଦିଆଯାଇଛି ଯେ ବଡ଼ମାନଙ୍କ ଆଦେଶର ଅବଜ୍ଞା କରିବା ଉଚିତ୍ ନୁହେଁ
ஒத்த சொற்கள் : ଅବହେଳା
பிற மொழிகளில் மொழிபெயர்ப்பு :
किसी की आज्ञा या बात न मानने की क्रिया या भाव।
बड़ों के आदेश की अवहेलना अनुचित मानी जाती है।பொருள் : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
எடுத்துக்காட்டு :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
ஒத்த சொற்கள் : ଅନାଦାର, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
பிற மொழிகளில் மொழிபெயர்ப்பு :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।