பொருள் : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା
எடுத்துக்காட்டு :
ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
எடுத்துக்காட்டு :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
ஒத்த சொற்கள் : ଭିତରେ, ମିଆଦ, ସୀମା
பிற மொழிகளில் மொழிபெயர்ப்பு :
An amount of time.
A time period of 30 years.பொருள் : ସେହି ନିର୍ଦ୍ଦିଷ୍ଟ ବା ନିଶ୍ଚିତ ସମୟ ଯାହା ପୂର୍ବରୁ କୌଣସି କାମ ହେବା ଆବଶ୍ୟକ ହୋଇଥାଏ
எடுத்துக்காட்டு :
ଏହି କାର୍ଯ୍ୟକୁ କରିବାର ଅବଧି ପୂରା ହୋଇଯାଇଛି
ஒத்த சொற்கள் : କାଳାବଧି, ମିଆଦ, ସ୍ଥିତିକାଳ
பிற மொழிகளில் மொழிபெயர்ப்பு :
आविष्कार करने वाला व्यक्ति।
एक आविष्कारक के एक नए आविष्कार से तहलका मच गया है।பொருள் : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
எடுத்துக்காட்டு :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
ஒத்த சொற்கள் : ଗଣ୍ଡି, ଚୌହଦି, ଧାର, ପରିସୀମା, ସୀମା
பிற மொழிகளில் மொழிபெயர்ப்பு :
The point or degree to which something extends.
The extent of the damage.பொருள் : (ଶରୀର ବିଜ୍ଞାନର) ଶରୀରରେ କୌଣସି ରୋଗର ରୋଗାଣୁ ପହଞ୍ଚାଇବା ଏବଂ ସେହି ରୋଗ ପରିପକ୍ବ ହେବାପର୍ଯ୍ୟନ୍ତ ତଥା ବାହ୍ୟ ଲକ୍ଷଣ ପରିପ୍ରକାଶିତ ହେବା ପର୍ଯ୍ୟନ୍ତ ଯେଉଁ ଶାରୀରିକ ଅବସ୍ଥା
எடுத்துக்காட்டு :
ବସନ୍ତ ରୋଗ ସଂପ୍ରାପ୍ତିର ସମୟ ଦୁଇ ସପ୍ତାହ ବୋଲି ବିଶ୍ବାସ କରାଯାଏ
ஒத்த சொற்கள் : ସଂପ୍ରାପ୍ତି
பிற மொழிகளில் மொழிபெயர்ப்பு :
(शरीर विज्ञान) वह शारीरिक अवस्था जो शरीर में किसी रोग के रोगाणु पहुँचने, उस रोग के परिपक्व होने और बाह्य लक्षण उपस्थित होने तक माना जाता है।
चेचक की संप्राप्ति का समय दो हफ्ता माना गया है।(pathology) the phase in the development of an infection between the time a pathogen enters the body and the time the first symptoms appear.
incubation