பொருள் : ଦେଖିବାର ପ୍ରକ୍ରିୟା
எடுத்துக்காட்டு :
ମୁଁ ତାକୁ ଦେଖିବା ଜରୁରୀ ନୁହେଁ
ஒத்த சொற்கள் : ଚାହିଁବା, ଦର୍ଶନ କରିବା, ଦେଖିବା
பிற மொழிகளில் மொழிபெயர்ப்பு :
The act of directing the eyes toward something and perceiving it visually.
He went out to have a look.பொருள் : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
எடுத்துக்காட்டு :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ஒத்த சொற்கள் : ଦେଖିବା, ପରଖିବା, ପରୀକ୍ଷଣ କରିବା, ପରୀକ୍ଷା କରିବା
பிற மொழிகளில் மொழிபெயர்ப்பு :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.