பொருள் : କୌଣସି ବିଶିଷ୍ଟ ସମୟ
எடுத்துக்காட்டு :
ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
ஒத்த சொற்கள் : ଅବକାଶ
பிற மொழிகளில் மொழிபெயர்ப்பு :
பொருள் : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
எடுத்துக்காட்டு :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ஒத்த சொற்கள் : କାଳ, ଦିନ, ବେଳା, ଯୁଗ, ସମୟ
பிற மொழிகளில் மொழிபெயர்ப்பு :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.