பொருள் : ଶୃଙ୍ଗାର ରସରେ ଏକ ବିଶେଷ ଅବସ୍ଥା
எடுத்துக்காட்டு :
ନାଟକରେ ନାୟକ ନାୟିକାର ଅଭିମାନ ଦେଖି ପ୍ରସନ୍ନ ହୋଇଗଲା
ஒத்த சொற்கள் : ମାନ
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ
எடுத்துக்காட்டு :
ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
ஒத்த சொற்கள் : ଗର୍ବ
பிற மொழிகளில் மொழிபெயர்ப்பு :