உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଆଦର ଓ ସମ୍ମାନ
எடுத்துக்காட்டு : ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
ஒத்த சொற்கள் : ଆଦର ସମ୍ମାନ, ଖାତିରି, ସମ୍ମାନ
பிற மொழிகளில் மொழிபெயர்ப்பு :हिन्दी English
आदर-सम्मान।
A greeting or reception.
பொருள் : କୌଣସି ମାନ୍ୟ ବା ପ୍ରିୟ ଲୋକ ଆସିବା ପରେ ଆଗେଇ ଯାଇ ଆଦର ପୂର୍ବକ କରାଯାଉଥିବା ଅଭିନନ୍ଦନ
எடுத்துக்காட்டு : ରାମଙ୍କର ଅଯୋଧ୍ୟା ଆଗମନ ପରେ ଅଯୋଧ୍ୟାବାସୀମାନେ ତାଙ୍କର ଭବ୍ୟ ସ୍ୱାଗତ କଲେ
ஒத்த சொற்கள் : ଶୁଭାଗମନ, ସ୍ୱାଗତ
किसी मान्य या प्रिय के आने पर आगे बढ़कर आदरपूर्वक किया जाने वाला अभिनंदन।
The act of receiving.
நிறுவு