உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ମନୁଷ୍ୟଠାରୁ ଭିନ୍ନ ପ୍ରାଣୀ
எடுத்துக்காட்டு : ପ୍ରକୃତିରେ ମନୁଷ୍ୟେତର ପ୍ରାଣୀଙ୍କ ସଂଖ୍ୟା ଅଧିକ
ஒத்த சொற்கள் : ଅମାନବ, ମନୁଷ୍ୟେତର ପ୍ରାଣୀ
பிற மொழிகளில் மொழிபெயர்ப்பு :हिन्दी
मनुष्य से भिन्न प्राणी।
பொருள் : କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି
எடுத்துக்காட்டு : କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ
ஒத்த சொற்கள் : ଅସୁର, ଦାନବ, ଦୈତ୍ୟ, ରାକ୍ଷସ
பிற மொழிகளில் மொழிபெயர்ப்பு :हिन्दी English
क्रूर,अत्याचारी और पापी व्यक्ति।
A cruel wicked and inhuman person.
பொருள் : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି
எடுத்துக்காட்டு : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ
ஒத்த சொற்கள் : ଅମାନବୀୟ, ଅମାନୁଷିକ, ପଶୁବତ୍, ପାଶବିକ
मनुष्य के स्वभाव,प्रकृति या आचरण के विरुद्ध या पशुओं का सा।
நிறுவு