பொருள் : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
எடுத்துக்காட்டு :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
ஒத்த சொற்கள் : ଅନାଦାର, ଅବଜ୍ଞା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
பிற மொழிகளில் மொழிபெயர்ப்பு :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।பொருள் : ଯାହାର ଅପମାନ ହୋଇଛି
எடுத்துக்காட்டு :
ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା
ஒத்த சொற்கள் : ଅପମାନିତ, ମାନହାନି
பிற மொழிகளில் மொழிபெயர்ப்பு :
जिसका अपमान हुआ हो।
अशोक ने शराब के नशे में अपने बाप को ही अपमानित कर दिया।Made to feel uncomfortable because of shame or wounded pride.
Too embarrassed to say hello to his drunken father on the street.