பொருள் : ଯେଉଁ ଧନ ଜାମିନଦାରଙ୍କଦ୍ୱାରା କାହାରି ଜାମିନ ରୂପରେ ଜମା କରାଯାଏ
எடுத்துக்காட்டு :
ଅମାନତ ଜମା କରିବା ପରେ ହିଁ ତାଙ୍କୁ ଜାମିନ ମିଳିଲା
ஒத்த சொற்கள் : ପ୍ରତିଭୂତି
பிற மொழிகளில் மொழிபெயர்ப்பு :
பொருள் : (ଦରକାରବେଳେ କାମରେ ଆସିବା ) କାହାର ପାଖରେ ରଖାଯାଉଥିବା ଅନ୍ୟର ବସ୍ତୁ ବା ଦ୍ରବ୍ୟ
எடுத்துக்காட்டு :
ଆପଣଙ୍କ ଅମାନତ ମୋ ପାଖରେ ସୁରକ୍ଷିତ
பிற மொழிகளில் மொழிபெயர்ப்பு :
The delivery of personal property in trust by the bailor to the bailee.
bailmentபொருள் : ଜାମିନ ବଦଳରେ ଦିଆ ଯାଉଥିବା ଧନରାଶି
எடுத்துக்காட்டு :
ପାଞ୍ଚ ହଜାର ଟଙ୍କା ଅମାନତ ଜମା କରିବାପରେ ହିଁ ରାକେଶକୁ ଜାମିନ ମିଳିଲା
பொருள் : ନିଜର କିଛି ଜିନିଷକୁ କିଛି ଦିନପାଇଁ ଅନ୍ୟ କାହାପାଖରେ ରଖିବାର କ୍ରିୟା
எடுத்துக்காட்டு :
ମୁଁ ଅମାନତକୁ ଡରୁଛି
பிற மொழிகளில் மொழிபெயர்ப்பு :
பொருள் : କଥାରେ, ଲିଖିତାକାରରେ ଅଥବା କିଛି ଟଙ୍କା ଜମାକରି କୌଣସି ବ୍ୟକ୍ତି ବା କାର୍ଯ୍ୟର ଯେଉଁ ଉତ୍ତରଦାୟିତ୍ୱ ନିଜ ଉପରକୁ ନିଆଯାଏ
எடுத்துக்காட்டு :
ନ୍ୟାୟାଧୀଶ ଅମାନତ ପରିମାଣ ଏକହଜାରଟଙ୍କା ବୋଲି ନିର୍ଦ୍ଧାରଣ କଲେ
பிற மொழிகளில் மொழிபெயர்ப்பு :