பொருள் : ଗୁରୁଙ୍କୁ ଅର୍ଥ ପ୍ରଦାନ କରି ପ୍ରତିବଦଳରେ ଶିକ୍ଷାଗ୍ରହଣ କରୁଥିବା ଶିଷ୍ୟ
எடுத்துக்காட்டு :
ଗୁରୁଜୀ ଅର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି
பிற மொழிகளில் மொழிபெயர்ப்பு :
பொருள் : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
எடுத்துக்காட்டு :
ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
ஒத்த சொற்கள் : ଅଭିପ୍ରାୟ, ତାତ୍ପର୍ଯ୍ୟ, ଭାବ, ମାନେ
பிற மொழிகளில் மொழிபெயர்ப்பு :