உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଅର୍ଥଦଣ୍ଡ ଦେବା ବା ଜୋରିମାନା କରିବା
எடுத்துக்காட்டு : ଅନ୍ୟର ଖେତରେ ଗୋରୁ ଚରାଇବା କାରଣରୁ ତାକୁ ଜୋରିମାନା ଦେବାକୁ ପଡ଼ିଲା
ஒத்த சொற்கள் : ଜୋରିମାନା, ତଣ୍ଡ
பொருள் : କୌଣସି ପ୍ରକାର ଅପରାଧ,ଦୋଷ ବା ଭୁଲ୍ କଲେ ଦଣ୍ଡ ସ୍ବରୂପ ଯେଉଁ ଅର୍ଥ ଦେବାକୁ ପଡେ
எடுத்துக்காட்டு : ସେ ଜରିମାନା ଦେବାକୁ ମନା କରିଦେଲେ
ஒத்த சொற்கள் : ଅର୍ଥଦଂଡ, ଜରିମାନା, ଫାଇନ୍
பிற மொழிகளில் மொழிபெயர்ப்பு :हिन्दी English
वह धन जो किसी प्रकार का अपराध, दोष या भूल करने पर दंड स्वरूप देना पड़ता है।
A payment required for not fulfilling a contract.
பொருள் : ଅପରାଧୀଙ୍କ ଠାରୁ କିଛି ଧନ ଆଦାୟ କରିବା ଦଣ୍ଡ
எடுத்துக்காட்டு : ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା କାରଣରୁ ତାଙ୍କୁ ଜୋରିମାନା ରୂପେ ଶହେ ଟଙ୍କା ଦେବାକୁ ହେଲା
ஒத்த சொற்கள் : ଜୋରିମାନା, ଫାଇନ୍
वह दंड जिसमें किसी से किसी प्रकार की चूक, त्रुटि या भूल होने पर उससे कुछ धन लिया जाता है।
Money extracted as a penalty.
பொருள் : କୌଣସି ପ୍ରକାରର ତ୍ରୁଟି ବା ଭୁଲ୍ କଲେ କୌଣସି ଅଧିକାରୀଙ୍କ ଦ୍ବାରା ଦିଆ ଯାଉଥିବା ଅର୍ଥ ଦଣ୍ଡ
எடுத்துக்காட்டு : ପାଠାଗାରରେ ପନ୍ଦର ଦିନ ଭିତରେ ବହି ନ ଫେରାଇଲେ,ଦୈନିକ ଜରିମାନା ଏକଟଙ୍କା
ஒத்த சொற்கள் : ଅର୍ଥଦଂଡ, ଜରିମାନା
நிறுவு