பொருள் : ଯେଉଁ ଶକୁନ ଅଶୁଭର ପରିଚାୟକ
எடுத்துக்காட்டு :
ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
ஒத்த சொற்கள் : ଅପଶକୁନ, ଅଶୁଭ ଚିହ୍ନ, ଅଶୁଭ ଲକ୍ଷଣ, ଦୁର୍ଲକ୍ଷଣ, ବିତ୍ପାତ, ମନ୍ଦ ଲକ୍ଷଣ
பிற மொழிகளில் மொழிபெயர்ப்பு :
பொருள் : ଅଶୁଭ ବା ଖରାପ ଲକ୍ଷଣ
எடுத்துக்காட்டு :
କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
ஒத்த சொற்கள் : ଅଶୁଭ, ଅଶୁଭ ଲକ୍ଷଣ, କୁଲକ୍ଷଣ
பிற மொழிகளில் மொழிபெயர்ப்பு :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
foreboding