பொருள் : ମନୁଷ୍ୟ ନିର୍ମିତ ଏକ ବସ୍ତୁ ଯାହା ଧାରଣ କରିବାଦ୍ୱାରା କାହାରି ଶୋଭା ବଢ଼ିଥାଏ
எடுத்துக்காட்டு :
ପ୍ରତ୍ୟେକ ନାରୀ ଗହଣାଗାଣ୍ଠି ପ୍ରିୟ ହୋଇଥାନ୍ତି
ஒத்த சொற்கள் : ଆଭରଣ, ଆଭୂଷଣ, ଗହଣାଗାଣ୍ଠି, ଭୂଷଣ
பிற மொழிகளில் மொழிபெயர்ப்பு :
பொருள் : ସାହିତ୍ୟରେ ବର୍ଣ୍ଣନା କରିବାର ସେହି ରୀତି ଯେଉଁଥିରେ ଚମତ୍କାର ଓ ରୋଚକତା ଆସେ
எடுத்துக்காட்டு :
ଅଳଙ୍କାର ଦୁଇ ପ୍ରକାର ହୋଇଥାଏ,ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର
ஒத்த சொற்கள் : ଅଳଂକାର
பிற மொழிகளில் மொழிபெயர்ப்பு :