பொருள் : ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
எடுத்துக்காட்டு :
ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
ஒத்த சொற்கள் : ଅଭଦ୍ର, ଖରାପ, ନିକୃଷ୍ଟ, ନୀଚ, ବଜାରୀ, ମନ୍ଦ
பிற மொழிகளில் மொழிபெயர்ப்பு :
जो महत्व, मान आदि की दृष्टि से निम्न कोटि का और फलतः तिरस्कृत हो।
तुम्हारी घटिया हरकतों से मैं तंग आ गया हूँ।பொருள் : ଯେ ପରିଷ୍କୃତ ନୁହେଁ ବା ଯାହାକୁ ପରିଷ୍କାର କରାଯାଇନାହିଁ
எடுத்துக்காட்டு :
ସାହିତ୍ୟରେ ଅମାର୍ଜିତ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ
ஒத்த சொற்கள் : ଅପରିଷ୍କୃତ, ଅମାର୍ଜିତ, ଅସଂସ୍କୃତ
பிற மொழிகளில் மொழிபெயர்ப்பு :
Lacking refinement or cultivation or taste.
He had coarse manners but a first-rate mind.