உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯାହା ଠିକ୍ ନୁହେଁ
எடுத்துக்காட்டு : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
ஒத்த சொற்கள் : ଭୁଲ୍
பிற மொழிகளில் மொழிபெயர்ப்பு :हिन्दी
जो सही न हो।
பொருள் : ଯାହାର ଶୋଧନ କରାଯାଇନାହିଁ
எடுத்துக்காட்டு : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
ஒத்த சொற்கள் : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
பிற மொழிகளில் மொழிபெயர்ப்பு :हिन्दी English
जिसका शोधन न किया गया हो।
Not refined or processed.
பொருள் : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
எடுத்துக்காட்டு : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
ஒத்த சொற்கள் : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
பொருள் : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
எடுத்துக்காட்டு : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
ஒத்த சொற்கள் : ଅପବିତ୍ର, ଅଶୁଚି, ଅଶୌଚ
பொருள் : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
எடுத்துக்காட்டு : ଏହା ଅପମିଶ୍ରିତ ଘିଅ
ஒத்த சொற்கள் : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
நிறுவு