பொருள் : କାବ୍ୟରେ ନ’ଟି ସାତ୍ତ୍ୱିକ ଅନୁଭାବ ମଧ୍ୟରୁ ଗୋଟିଏ
எடுத்துக்காட்டு :
ଏହି ପଂକ୍ତିଟି ଅଶ୍ରୁର ଉତ୍ତମ ଉଦାହରଣ
பிற மொழிகளில் மொழிபெயர்ப்பு :
பொருள் : ଅଶ୍ରୁଗ୍ରନ୍ଥିରୁ ବାହାରୁଥିବା ଲୁଣିଆ ଦ୍ରବ ଯାହା ଶୋକ,ପୀଡ଼ା ବା ଅତ୍ୟଧିକ ଆନନ୍ଦ ସମୟରେ ଆଖିରୁ ବାହାରିଥାଏ
எடுத்துக்காட்டு :
ତାଙ୍କ ମୁଁହରୁ ରାମ କଥା ଶୁଣି ମୋ ଆଖିରେ ଅଶ୍ରୁ ଆସିଗଲା
ஒத்த சொற்கள் : ଲୁହ
பிற மொழிகளில் மொழிபெயர்ப்பு :